GUNDA-LAW
Advertisment
ରାଜ୍ୟରେ କ୍ରମାଗତ ବଢୁଥିବା ସଂଗଠିତ ଅପରାଧରେ ବ୍ରେକ୍ ଦେବାକୁ ସରକାର ଆଣିପାରନ୍ତି ସ୍ବତନ୍ତ୍ର ଆଇନ୍। ଗତକାଲି ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାରୁ ବଢିଛି ଚର୍ଚ୍ଚା। ଗତମାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୟୁପି ଭଳି ଓଡ଼ିଶାରେ ମଧ୍ୟ ଅନୁରୂପ ଗୁଣ୍ଡା ଓ ଆଣ୍ଟିସୋସିଆଲ୍ ଆଣିବାକୁ ଦାବି କରିଥିଲେ ଉପବାଚସ୍ପତି। ତେବେ ଯଦି ଓଡ଼ିଶାରେ ଏଇ ସ୍ବତନ୍ତ୍ର ଆଇନ୍ ଆସେ, କ'ଣ ହେବ ତା'ର ରୂପରେଖ, ଏନକାଉଣ୍ଟର ପାଇଁ ପୋଲିସକୁ ମିଳିବ କି ସ୍ବତନ୍ତ୍ର କ୍ଷମତା?
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us