Advertisment

ଦୁଇ ବର୍ଷରେ ସଂଖ୍ୟା ବଢ଼ିଛି ୧୨୮ ! ୨୦୨୨ ରେ ଥିଲେ ୫୬୮, ଏବେ ୬୯୬

ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଶିମିଳିପାଳ ଅଭୟାରଣ୍ୟ ସମେତ ମୟୂରଭଞ୍ଜ-କେନ୍ଦୁଝର ଲ୍ୟାଣ୍ଡସ୍କେପରେ ଅଛନ୍ତି ସବୁଠୁ ଅଧିକ ପାଖାପାଖି ୨୦୦ କଲରାପତରିଆ।

Advertisment

ଓଡ଼ିଶା ଜଙ୍ଗଲରେ କଲରାପତରିଆଙ୍କ ରାଜୁତି। ଦୁଇ ବର୍ଷରେ ସଂଖ୍ୟା ବଢ଼ିଛି ୧୨୮ । ୨୦୨୨ ରେ ଥିଲେ ୫୬୮ । ଆଉ ଏବେ ଅଛନ୍ତି ୬୯୬। ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ପ୍ରକାଶିତ ରାଜ୍ୟ ସରକାରଙ୍କ ପ୍ରଥମ କଲରାପତରିଆ ଗଣନା ରିପୋର୍ଟରୁ ମିଳିଛି ଏ ତଥ୍ୟ। ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଶିମିଳିପାଳ ଅଭୟାରଣ୍ୟ ସମେତ ମୟୂରଭଞ୍ଜ-କେନ୍ଦୁଝର ଲ୍ୟାଣ୍ଡସ୍କେପରେ ଅଛନ୍ତି ସବୁଠୁ ଅଧିକ ପାଖାପାଖି ୨୦୦ କଲରାପତରିଆ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ