Advertisment

ପାକିସ୍ତାନୀ ସ୍ପାଏ; ଜ୍ୟୋତି ମଲହୋତ୍ରା ଲିଙ୍କ୍‌ରେ ଓଡ଼ିଆ ୟୁଟ୍ୟୁବରଙ୍କୁ ଜେରା

ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ଲିଙ୍କ୍‌ରେ ପୁରୀରେ ଖୋଳତାଡ଼ । ପୁରୀର ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କୁ ପଚରାଉଚରା କରିଛି IB । ଜ୍ୟୋତିଙ୍କ ସହ ସଂପର୍କ କଣ ଥିଲା ସେନେଇ ଜେରା କରାଯାଇଛି ।

Advertisment

ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ଲିଙ୍କ୍‌ରେ ପୁରୀରେ ଖୋଳତାଡ଼ । ପୁରୀର ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କୁ ପଚରାଉଚରା କରିଛି IB । ଜ୍ୟୋତିଙ୍କ ସହ ସଂପର୍କ କଣ ଥିଲା ସେନେଇ ଜେରା କରାଯାଇଛି । ୩ ମାସ ତଳେ ପାକିସ୍ତାନ କରତାରପୁର ଯାଇଥିଲେ ପ୍ରିୟଙ୍କା । ସେହିପରି ୨୦୨୪ ସେପ୍ଟେମ୍ବରରେ ଜ୍ୟୋତି ମଲହୋତ୍ରା ପୁରୀ ଆସିଥିବା ଜଣାପଡିଛି ।

Advertisment
Pakistan Indian YouTuber Pakistan Spies
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ