Advertisment

Pahalgam Attack: ଆତଙ୍କୀ ହମ୍‌ଲା, ପ୍ରଶାନ୍ତଙ୍କ ମୃତ୍ୟୁରେ ଶୋକରେ ବୁଡିଲା ଜନ୍ମମାଟି

ଜମ୍ମୁ-କଶ୍ମୀର ପହଲଗାମ୍ ଆକ୍ରମଣରେ ପ୍ରାଣ ହରାଇଛନ୍ତି ବାଲେଶ୍ୱର ସଦର ଅଞ୍ଚଳର ପ୍ରଶାନ୍ତ ଶତପଥୀ । ପତ୍ନୀ ଓ ପୁଅ ଆଗରେ ତାଙ୍କୁ ଗୁଳି କରିଦେଲେ ଆତଙ୍କୀ । ପ୍ରଶାନ୍ତଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

ଅଦ୍ୟତନ ହୋଇଛି
Advertisment

ଜମ୍ମୁ-କଶ୍ମୀର ପହଲଗାମ୍ ଆକ୍ରମଣରେ ପ୍ରାଣ ହରାଇଛନ୍ତି ବାଲେଶ୍ୱର ସଦର ଅଞ୍ଚଳର ପ୍ରଶାନ୍ତ ଶତପଥୀ । ପତ୍ନୀ ଓ ପୁଅ ଆଗରେ ତାଙ୍କୁ ଗୁଳି କରିଦେଲେ ଆତଙ୍କୀ । ପ୍ରଶାନ୍ତଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଏପରି ଅକାଳ ବିୟୋଗ ଯୋଗୁ ଗାଁର ଡାହାଣ ହାତ ଭାଙ୍ଗିଗଲା ବୋଲି କହିଛନ୍ତି ଜଣେ ବୟସ୍କ ବ୍ୟକ୍ତି ।  

Advertisment
Terrorist Attack Jammu Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ