Advertisment

ଭୁବନେଶ୍ବର ବିମାନବନ୍ଦରରେ ଟେକ୍‌ ଅଫ୍‌ ଓ ଲ୍ୟାଣ୍ଡିଂରେ ରହିଛି ପ୍ରତିବନ୍ଧକ

'ଭୁବନେଶ୍ୱର ବିମାନ ବନ୍ଦରର ବିମାନ ଟେକ୍ ଅପ୍ ଓ ଲ୍ୟଣ୍ଡିଂ ପଥରେ ରହିଛି ପ୍ରତିବନ୍ଧକ। ବିମାନ ଟେକ୍ ଅପ୍ ପଥରେ ବଡ ବଡ ଗଛ ରହିଛି। ଏପରିକି ରନ୍ ୱେ ର ନିର୍ଦ୍ଦିଷ୍ଟ ଦୂରତା ମଧ୍ୟରେ ଅନେକ ବେଆଇନ୍ ଉଚ୍ଚ ଅଟାଳିକା ମଧ୍ୟ ବିମାନ ବନ୍ଦର ପାଖରେ ଗଢି ଉଠିଛି।' - ପ୍ରସନ୍ନ ପ୍ରଧାନ, ନିର୍ଦ୍ଦେଶକ, ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦର

Bhubaneswar Airport
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ