ଅଦ୍ୟତନ ହୋଇଛି
Obesity Among Children a Concern: CM Mohan Majhi
Advertisment
ପିଲାଙ୍କ ମଧ୍ୟରେ ମୋଟାପଣ ଚିନ୍ତାଜନକ...ପିଲାଙ୍କୁ ଉତ୍ତମ ଓ ପୁଷ୍ଟିକର ଖାଦ୍ୟ ଆବଶ୍ୟକତା ଦୃଷ୍ଟିରୁ ଆରମ୍ଭ ହୋଇଛି ପିଏମ ପୋଷଣ ଯୋଜନା । ପିଲାଙ୍କୁ ପୋଷଣଯୁକ୍ତ ଖାଦ୍ୟ ଦେବା କାରଣରୁ ସ୍ୱାସ୍ଥ୍ୟ ଜନିତ ବିଭିନ୍ନ ସୂଚକାଙ୍କରେ ଆସିଛି ସୁଧାର । ରାଜ୍ୟସ୍ତରୀୟ ପୋଷଣ ପକ୍ଷ ପାଳନ ସମାରୋହରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us