Advertisment

ଦିନ ମଜୁରିଆରୁ ଲକ୍ଷପତି କରାଇଲା ସରକାରୀ ଯୋଜନା

ସରକାରୀ ଯୋଜନା କରାଇଛି ଲକ୍ଷପତି। କୋଡି କୋଦାଳରେ ମାଟି ଖୋଳି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏମାନେ। ଜିଲ୍ଲାପାଳ ମଧ୍ୟ କୋଡି କୋଦାଳ ଧରି ମାଟି ହାଣୁଛନ୍ତି। ଏହା ପଛରେ କେବଳ ଗୋଟିଏ ଉଦ୍ଦେଶ୍ୟ, ଜାଣନ୍ତୁ ।

Advertisment

ସରକାରୀ ଯୋଜନା କରାଇଛି ଲକ୍ଷପତି। କୋଡି କୋଦାଳରେ ମାଟି ଖୋଳି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏମାନେ। ଆଉ ଏହା ପଛରେ ନାୟକ ସାଜିଛନ୍ତି ଖୋଦ ଜିଲ୍ଲାପାଳ ମହାଶୟ। ଏ ହେଉଛନ୍ତି ନୂଆପଡା ଜିଲ୍ଲାଲପାଳ ମଧୂସୁଦନ ଦାସ। ଦେଖନ୍ତୁ ସେ କିପରି ନିଜ ହାତରେ କୋଡି କୋଦାଳ ଧରି ମାଟି ହାଣୁଛନ୍ତି। ଏହା ପଛରେ କେବଳ ଗୋଟିଏ ଉଦ୍ଦେଶ୍ୟ କିପରି ଦାଦନ ଯାଉଥିବା ଶ୍ରମିକଙ୍କୁ ନିଜ ଜିଲ୍ଲାରେ ହିଁ କାମ ଯୋଗାଇଦେବା। ଶ୍ରମିକମାନେ ଯେମିତି ମନରେଗା ଯୋଜନାରେ କାମ କରିବାକୁ ଆଗଭର ହେବେ ସେଥି ପାଇଁ ଜିଲ୍ଲାପାଳ ସେମାନଙ୍କୁ ଉତ୍ସାହିତ କରୁଛନ୍ତି। ଯାହା ସଫଳ ହେଉଥିବା ଜଣା ପ଼ଡିଛି ତେଣୁ ବାହାର ରାଜ୍ୟକୁ ଦାଦନ ନଯାଇ ଶ୍ରମିକମାନେ ନିଜ ଗାଁରେ ହିଁ କାମ କରି ଲକ୍ଷପତି ହୋଇଛନ୍ତି ।

Advertisment
Nuapada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ