By: Swadesi Megha Mallhar Prusty
Last updated: 20 July 2024, 01:57 PM IST
ମାଲକାନଗିରିରେ ଲଗାଣ ବର୍ଷାର ପ୍ରଭାବ । ଗତକାଲିଠୁ ପ୍ରବଳ ବର୍ଷା ଲାଗି ରହିବାରୁ ଜିଲ୍ଲାର ୫ଟି ସ୍ଥାନରେ ବୁଡ଼ିଛି ପୋଲ । ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।