Anubhav Mohanty
Advertisment
ଗିରଫ ହେବେ ସାଂସଦ ଅନୁଭବ ମହାନ୍ତି ! ଅନୁଭବଙ୍କ ବିରୋଧରେ ଜାରି ହେଲା NBW । ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ Non Bailable Warrant ଜାରି କରିଛନ୍ତି କଟକ JMFC କୋର୍ଟ । ପିତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ NBW ଜାରି ହୋଇଛି । ପୂର୍ବରୁ ବର୍ଷା ପୁରୀଘାଟ ଥାନାରେ ଅନୁଭବଙ୍କ ନାଁରେ ନିର୍ଯାତନାର ଅଭିଯୋଗ ଆଣିଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us