Advertisment

କେହି ପିନ୍ଧିବେନି ଚପଲ କି କାହାଘରେ ଜଳିବନି ଚୂଲି

ଗାଁର ମୁଖ୍ୟ ପ୍ରବେଶ ପଥରେ ବାଉଁଶ ବାଡ଼। ଭିତରକୁ କେହି ବାହାର ଲୋକ ପଶିପାରିବେନି, କି ଗାଁ ଭିତରୁ କୌଣସି ଲୋକ ବାହାରକୁ ଯାଇପାରିବେନି।

Advertisment

ଗାଁର ସୁରକ୍ଷା ପାଇଁ ବିଚିତ୍ର ପ୍ରଥା। ଗାଁରେ କେହି ଚପଲ ପିନ୍ଧିବେନି କି କାହାଘରେ ଚୂଲି ଜଳିବନି। ବାହାରୁ କେହି ଗାଁକୁ ଆସିବେନି, କି କୌଣସି ଲୋକ ବାହାରକୁ ଯିବେନି। ପ୍ରତି ୧୦ ବର୍ଷରେ ହେଉଛି ସାମୁହିକ ଦଶନ୍ଧି ପୂଜା। ଏହି ପୂଜା ବେଳେ ମୟୂରଭଞ୍ଜ ଉଦଳା ବ୍ଲକ୍ କୁଟଲି ଗାଁରେ ପ୍ରତି ୧୦ ବର୍ଷରେ ଏଭଳି ପ୍ରଥା ପାଳନ ହୋଇଆସୁଛି। ଗାଁ ସୁରକ୍ଷା ପାଇଁ ଲୋକେ ଏଭଳି ନିୟମ ପାଳନ କରି ଆସୁଥିବା କହିଥିବା ବେଳେ ସେପଟେ ଏହାକୁ ନେଇ ଭିନ୍ନ ମତ ରଖିଛନ୍ତି ହେତୁବାଦୀ ।

Advertisment
Mayurbhanj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ