ହୀରାକୁଦରେ ସବୁଠୁ ବଡ଼ ସେତୁ
Advertisment
ପଶ୍ଚିମ ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ମାଇଲ ଖୁଣ୍ଟ ସ୍ଥାପନ ପାଇଁ ପଡ଼ିଲା ଶୁଭ । ହୀରାକୁଦ ଡ୍ୟାମ ଉପରେ ନିର୍ମାଣ ହେବାକୁ ଯାଉଛି ଓଡ଼ିଶାରୁ ସବୁଠୁ ଦୀର୍ଘତମ ସେତୁ । ଝାରସୁଗୁଡ଼ାର ଲଖନପୁର ଓ ବରଗଡ଼ ଜିଲ୍ଲାର ଅମ୍ବାଭୋନା ମଧ୍ୟରେ ନିର୍ମାଣ ହେବାକୁ ଥିବା ପ୍ରାୟ ୪ କିଲୋମିଟରର ଲମ୍ବ ବ୍ରିଜ୍ ଲାଗି ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦମନ୍ତ୍ରୀ ନୀତିନ ଗଡ଼କରୀ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us