Last updated: 11 February 2025, 09:20 PM IST
ପୁରୁଣା ଗାଡ଼ି ଗଡ଼ାଇବାକୁ ସଜ କରନ୍ତୁ ପକେଟ୍ । କେନ୍ଦ୍ରର ଆସିଲା ନୂଆ ଡ୍ରାଫ୍ଟ ପଲିସି । ୨୦ ବର୍ଷର ଗାଡ଼ି ରିନ୍ୟୁ ପାଇଁ ଦ୍ୱିଗୁଣା ହେବ ଫି’ । ଏଣିକି ବାଇକ୍ ପାଇଁ ୨ ହଜାର, କାର୍ ପାଇଁ ୧୦ ହଜାର । ବ୍ୟବସାୟିକ ଗାଡ଼ି ଲାଗି ଗଣିବାକୁ ହେବ ସର୍ବାଧିକ ୩୬ ହଜାର ।