bhubaneswar
Advertisment
ବଦଳିବ କ୍ୟାପିଟାଲ ସିଟିର କଳେବର, ବଢ଼ିବ ପରିସର । ଗୁଜରାଟ ଗିଫ୍ଟ ସିଟି ଢାଞ୍ଚାରେ ନୂଆ ଭୁବନେଶ୍ୱର ତିଆରି ଲକ୍ଷ୍ୟ । ୮ଶହ ଏକର ଜାଗାରେ ଗଢ଼ା ହେବ ନୂଆ ଭୁବନେଶ୍ୱର । ସିଙ୍ଗାପୁର ସରକାରଙ୍କୁ ଦିଆଯାଇଛି DPR ଦାୟିତ୍ୱ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆଧୁନିକ ରୂପରେଖକୁ ନେଇ ଉତ୍କଣ୍ଠା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us