KIIT
Advertisment
କିଟ୍ କାଣ୍ଡକୁ ସପ୍ତାହେ ବିତିଲାଣି, ହେଲେ ଏଠାରେ ପଢ଼ୁଥିବା ନେପାଳୀ ଛାତ୍ରଛାତ୍ରୀ ଆଉ ଫେରିବାକୁ ଚାହୁଁନାହାନ୍ତି। ସେମାନଙ୍କୁ ବୁଝେଇ ସୁଝେଇ ଫେରାଇ ଆଣିବା ପାଇଁ KIIT କର୍ତ୍ତୃପକ୍ଷ ବିକଳ ହେଉଛନ୍ତି, ସରକାର ବି ଅପିଲ୍ କରୁଛନ୍ତି। କିନ୍ତୁ ତିକ୍ତ ଅନୁଭୂତି ନେଇ ସ୍ବଦେଶ ଫେରିଥିବା ଛାତ୍ରଛାତ୍ରୀ ଆଉ ଫେରିବା ମୁଡ୍ ରେ ନାହାଁନ୍ତି ଯେମିତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us