ଋଣଭାରରେ ବୁଡ଼ିଛନ୍ତି ରାଜ୍ୟର ଅନେକ ବିଧାୟକ। ଯିଏ ଯେତିକି ଧନୀ, ସେତିକି ଋଣୀ। ଶୁଣିବାକୁ କିଛିଟା ଅଡ଼ୁଆ ଲାଗୁଥାଇପାରେ। ହେଲେ ସାଧାରଣ ନିର୍ବାଚନ ପୂର୍ବରୁ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ- ADR ଏଡିଆର୍ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ସାମ୍ନାକୁ ଆସିଛି ଏଭଳି ତଥ୍ୟ ।