Advertisment

ଭୁବନେଶ୍ବର ଫେରିଲେ ନବୀନ ପଟ୍ଟନାୟକ

ଅପରେସନ୍ ପରେ ସୁସ୍ଥ ହୋଇ ମୁମ୍ବାଇରୁ ଭୁବନେଶ୍ବର ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜେଡି ସୁପ୍ରିମୋ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗ୍ରାଣ୍ଡ ୱେଲକମ କରିଛନ୍ତି ବିଜେଡି ନେତା ଓ କର୍ମୀ ।

Naveen Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ