Navy Day Celebrations
Advertisment
ପୁରୀ ସମୁଦ୍ରରେ ନୌବୀରଙ୍କ ଜଲୱା । ଆକାଶରୁ ଖସିଲା ନିଆଁ, ସମୁଦ୍ରର ଅଥଳ ଜଳ ରାଶିକୁ ଚିରି ସମର କଳା ଦେଖାଇଲେ ଯୁଦ୍ଧ ଜାହାଜ । ଟ୍ୟାଙ୍କ୍ର ଘୁଁ ଘୁଁ ଗର୍ଜନରେ କମ୍ପିଲା ପୁରୀର ଗଗନ ପବନ । ଦିନକ ପରେ ନୌସେନା ଦିବସ ଅବସରରେ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ହେବାକୁ ଥିବା ଅପରେସନ୍ ଡେମୋର ଆଜି ହୋଇଛି ଫୁଲ ଡ୍ରେସ୍ ରିହର୍ସାଲ । ଆସନ୍ତା ବୁଧବାର ନୌସେନା ଦିବସ ଦେଖିବାକୁ ସମସ୍ତ ବିଧାୟକ ବସରେ ପୁରୀ ଯିବେ ବୋଲି ସୂଚନା ମିଳିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us