ଅଦ୍ୟତନ ହୋଇଛି
Nandankanan
Advertisment
ଝଡ଼଼ ପୂର୍ବରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କୋଳାହଳର ପରିବେଶ । ବିଶ୍ରାମ ମୁଦ୍ରାରେ ମହାବଳ। ଖୋଲା ଆକାଶ ତଳେ ବିନ୍ଦାସ ବିଚରଣ କରୁଛି ସିଂହ। ଭାଲୁ ବି ମଉଜ ମସ୍ତିରେ ମାତିଛି। ଆଉ ଏହି ଜଙ୍ଗଲୀ ଜନ୍ତୁ ସବକୁ ପାଖରୁ ଦେଖି ଖୁସି ହେଉଛନ୍ତି ଦେଖଣାହାରୀ। ନିଜ ମୋବାଇଲ କ୍ୟାମେରାରେ କଏଦ କରୁଛନ୍ତି ଦେଶୀ ବିଦେଶୀ ପର୍ଯ୍ୟଟକ। ହେଲେ କାଲିଠାରୁ ୨ ଦିନ ଯାଏଁ ବନ୍ଦ ରହିବ ନନ୍ଦନକାନନ। ବାତ୍ୟା ଦାନା ଓ ଏହାର ପ୍ରଭାବରେ ହେବାକୁ ଥିବା ବର୍ଷାକୁ ଦୃଷ୍ଟିରେ ରଖି ୨୪ ଏବଂ ୨୫ ତାରିଖ ଦୁଇ ଦିନ ଲାଗି ଜୁ' ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us