Advertisment

ନବଙ୍କ ଥିଲା ଭୂତ କମ୍ପନୀ ! ସାମ୍ନାକୁ ଆସିଲା ବେନାମି କାରବାର

ଭୂତ କମ୍ପାନୀ ନାଁରେ ବେନାମି କାରବାର । ୧୧ଟି ଭୂତ କମ୍ପାନୀ କରି କୋଟି କୋଟି ଟଙ୍କା ଠକେଇ । କାଗଜ ପତ୍ରରେ କମ୍ପାନୀ କିନ୍ତୁ କମ୍ପାନୀର ଖୋଜ ଖବର ନାହିଁ । କର୍ମଚାରୀଙ୍କୁ କମ୍ପାନୀ ଡାଇରେକ୍ଟର ଦର୍ଶାଇ ହୋଇଛି ବଡ଼ ଠକେଇ । ଆୟକର ବିଭାଗର ସ୍କାନରରେ ଏବେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ ।

Advertisment

ଭୂତ କମ୍ପାନୀ ନାଁରେ ବେନାମି କାରବାର । ୧୧ଟି ଭୂତ କମ୍ପାନୀ କରି କୋଟି କୋଟି ଟଙ୍କା ଠକେଇ । କାଗଜ ପତ୍ରରେ କମ୍ପାନୀ କିନ୍ତୁ କମ୍ପାନୀର ଖୋଜ ଖବର ନାହିଁ । କର୍ମଚାରୀଙ୍କୁ କମ୍ପାନୀ ଡାଇରେକ୍ଟର ଦର୍ଶାଇ ହୋଇଛି ବଡ଼ ଠକେଇ । ଆୟକର ବିଭାଗର ସ୍କାନରରେ ଏବେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ । ଭୁତ କମ୍ପାନୀ କରି ଆୟକର ଠକିଥିବା ଅଭିଯୋଗରେ  ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ବଡ ଆଇଟି ରେଡ। ବ୍ୟାପକ ଆୟକର ଠକେଇ ଅଭିଯୋଗରେ ୨୦ ରୁ ଅଧିକ ସ୍ଥାନରେ ଆୟକର ବିଭାଗର ୨୦ ଟି ଟିମ ଚଢାଉ ଜାରି ରଖିଛନ୍ତି । 

Advertisment
Naba Das IT Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ