Advertisment

ଫେରିଲା କି ବାର୍ଡ ଫ୍ଲୁ ? ପିପିଲିରେ କୁକୁଡ଼ା ମଡ଼କ

ପିପିଲିରେ ବାର୍ଡ ଫ୍ଲୁ ଆତଙ୍କ ! ଫାର୍ମରେ ମଲେଣି ହଜାର ହଜାର କୁକୁଡ଼ା । ଟିକେ ଭଲ ଭାବରେ ଦେଖନ୍ତୁ ଏହି ଦୃଶ୍ୟକୁ... କେମିତି କୁକୁଡ଼ା ଗୁଡ଼ିକ ମେରି ପଡ଼ିଛନ୍ତି ଫାର୍ମ ଭିତରେ ।

Advertisment

ପିପିଲିରେ ବାର୍ଡ ଫ୍ଲୁ ଆତଙ୍କ ! ଫାର୍ମରେ ମଲେଣି ହଜାର ହଜାର କୁକୁଡ଼ା । ଟିକେ ଭଲ ଭାବରେ ଦେଖନ୍ତୁ ଏହି ଦୃଶ୍ୟକୁ... କେମିତି କୁକୁଡ଼ା ଗୁଡ଼ିକ ମେରି ପଡ଼ିଛନ୍ତି ଫାର୍ମ ଭିତରେ । ତେବେ ଏ ବାର୍ଡ ଫ୍ଲୁ... ନା ଅନ୍ୟ କିଛି ତାହା ଜଣାପଡ଼ିନଥିବା ବେଳେ ସ୍ଥିତି ପରଖିବା ପାଇଁ ଆନିମଲ ଡିଜିଜ୍ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏ ଟିମ ସାମ୍ପଲ ପରୀକ୍ଷା କରୁଛି । ଏ ଦୃଶ୍ୟ ହେଉଛି ପୁରୀ ଜିଲ୍ଲା ପିପିଲି ବ୍ଳକ ତେଇଶପୁର ପଂଚାୟତରେ ଥିବା ଆବଲପୁର ଗାଁର । ଯେଉଁଠି ହଜାର ହଜାର ସଂଖ୍ୟକ କୁକୁଡ଼ା ମାତ୍ର କିଛି ମିନିଟ୍‌ ମଧ୍ୟରେ ମରି ଶୋଇଛନ୍ତି ।

Advertisment
Bird Flu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ