Advertisment

ବାହାରେ ମଟନ ଝୋଳ, ଭିତରେ ଗୋ ମାଂସ !

ପୁରୀ ସତ୍ୟବାଦୀର ଏଭଳି ଆରମ୍ଭ ହୋଇଛି ଚର୍ଚ୍ଚା। ଯାହା ପଛରେ ଅଛି ଏହି ଭାଇରାଲ ଭିଡ଼ିଓ। ଯେଉଁଥିରେ ସତ୍ୟବାଦୀ ଅଞ୍ଚଳର ଏକ ଗୋ-ଚାଲାଣକାରୀଙ୍କୁ କାବୁ କରିଛନ୍ତି କିଛି ଲୋକ।

Advertisment

ଗ୍ରାହକ ଭାବୁଥିଲେ ଖାଉଛନ୍ତି ମଟନ ଝୋଳ । ହେଲେ ହୋଟେଲ ଦେଉଥିଲା ଗୋମାଂସ ! ଗ୍ରାହକ ଆଖିବୁଜି କରୁଥିଲେ ବିଶ୍ୱାସ । ହୋଟେଲ ମାଲିକ ଦେଉଥିଲେ ବିଶ୍ୱାସରେ ବିଷ !  ପୁରୀ ସତ୍ୟବାଦୀର ଏଭଳି ଆରମ୍ଭ ହୋଇଛି ଚର୍ଚ୍ଚା। ଯାହା ପଛରେ ଅଛି ଏହି ଭାଇରାଲ ଭିଡ଼ିଓ। ଯେଉଁଥିରେ ସତ୍ୟବାଦୀ ଅଞ୍ଚଳର ଏକ ଗୋ-ଚାଲାଣକାରୀଙ୍କୁ କାବୁ କରିଛନ୍ତି କିଛି ଲୋକ। ଆଉ ତାର ଚାଞ୍ଚଲ୍ୟକର ବୟାନ ହିଁ ଖେଳାଇ ଦେଇଛି ଲୋକଙ୍କ ଭିତରେ କୋକୁଆ ଭୟ। ଭିଡ଼ିଓରେ ସେ ସାକ୍ଷୀଗୋପାଳର ଜୟା ଢାବାର ନାଁ ନେଉଛନ୍ତି ଆଉ ସେ କାଳେ ମଟନରେ ଗୋମାଂସ ମିଶାଉଥିବା କଥା କହୁଛନ୍ତି ।

Advertisment
Sakhigopal Mutton Beef
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ