ନାଁ କୁ ସାଂସଦ ନାହିଁ ଶାଳୀନତା ?
Advertisment
ପହଲଗାମରେ ଆତଙ୍କବାଦୀଙ୍କ ଦ୍ଵାରା ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିବା ଲୋକଙ୍କୁ ବିଜେଡି ସାଂସଦ ସୁଲତା ଦେଓଙ୍କ ଉପହାସ । ସମ୍ବେଦନଶୀଳ ପ୍ରସଙ୍ଗରେ ସାରା ଦେଶ ମୃତକଙ୍କ ପରିବାର ସହ ଏକାଠି ରହି ସ୍ବାନ୍ତନା ଦେଉଥିବାବେଳେ ସୁଲତାଙ୍କ ଏହି ମନ୍ତବ୍ୟ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି। ଆତଙ୍କବାଦୀ ଯେତିକି ସମୟରେ ଲୋକଙ୍କୁ ଟାର୍ଗେଟ କରି ମାରିଛନ୍ତି, ସେ ସମୟରେ କାହାର ଧର୍ମ ପଚାରିହେବନି। ତେବେ ଆତଙ୍କବାଦୀଙ୍କ କୌଣସି ଧର୍ମ କି ଜାତି ନଥାଏ ବୋଲି ସେ କହିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us