Advertisment

ସାଂସଦ ବାନ୍ଧିଲେ ରାକ୍ଷୀ ଗାଇଲେ ଗୀତ

ରାଖୀ ପୂର୍ଣ୍ଣିମାରେ କୁନି କୁନି ପିଲାମାନଙ୍କ ପାଖରେ ପହଞ୍ଚିଛନ୍ତି ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ। ବାଲେଶ୍ଵର ଉତ୍କଳ ବାଳାଶ୍ରମରେ ଅନ୍ତେବାସୀଙ୍କ ଗହଣରେ ଆଜି ରାକ୍ଷୀ ପୂର୍ଣ୍ଣିମାକୁ ପାଳନ କଲେ। ଶିଶୁଙ୍କ ଲାଗି ଭାବ ଓ ପ୍ରୀତି ଭରା ଗୀତ ଗାଇଲେ।

Balasore Mp Pratap Sarangi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ