Advertisment

Road Connectivity Plan: ରୋଡ୍ କନେକ୍ଟିଭିଟିରେ ନମ୍ବର ୱାନ୍ ହେବ ଓଡ଼ିଶା

ରୋଡ୍ କନେକ୍ଟିଭିଟିରେ ନମ୍ବର ୱାନ୍ ହେବ ଓଡ଼ିଶା । ପ୍ରଶସ୍ତ ହେବ ଭୁବନେଶ୍ୱର-ପୁରୀ, ମେରାଇନ୍ ଡ୍ରାଇଭ୍ ଓ ପୁରୀ-ସାତପଡ଼ା ରୋଡ୍ । ଖୁବଶୀଘ୍ର ଆରମ୍ଭ ହେବ ଉପକୂଳ ରାଜପଥ କାମ ।

ଅଦ୍ୟତନ ହୋଇଛି
Advertisment

ରୋଡ୍ କନେକ୍ଟିଭିଟିରେ ନମ୍ବର ୱାନ୍ ହେବ ଓଡ଼ିଶା । ପ୍ରଶସ୍ତ ହେବ ଭୁବନେଶ୍ୱର-ପୁରୀ, ମେରାଇନ୍ ଡ୍ରାଇଭ୍ ଓ ପୁରୀ-ସାତପଡ଼ା ରୋଡ୍ । ଖୁବଶୀଘ୍ର ଆରମ୍ଭ ହେବ ଉପକୂଳ ରାଜପଥ କାମ । ରାଜ୍ୟ ପାଇଁ ଏମିତି କିଛି କିଛି ବଡ଼ ବଡ଼ ପ୍ରକଳ୍ପ ନେଇ ଆସୁଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ । ଆସନ୍ତାକାଲି ୪ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭିତ୍ତିପ୍ରସ୍ତର ସହ ଶିଳାନ୍ୟାସ କାର୍ଯ୍ୟକ୍ରମ । ଯାହା ଭିତରେ ରହିଛି ୨୯ ଶହ ୫ କୋଟି ଟଙ୍କାର ୧୩ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ । ୪୨୭ କୋଟି ଟଙ୍କାର ୪ CRIF ବ୍ରିଜର ଭିତ୍ତିପ୍ରସ୍ତର ସ୍ଥାପନ । ୮୪୧ କୋଟି ଟଙ୍କାରେ ୪୪ କିମି ବିଶିଷ୍ଟ ୨ଟି ଜାତୀୟ ରାଜପଥର ଉଦଘାଟନ କରିବେ ଗଡକରୀ ।

Advertisment
Odisha Nitin Gadkari
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ