Advertisment

Interest-Free Loan: ମହିଳାଙ୍କ ପାଇଁ ମୋହନ ଖୋଲିଲେ ହାତ, SHGଙ୍କୁ ମିଳିବ ୧୦ ଲକ୍ଷ ଋଣ

SHG ମହିଳାଙ୍କ ପାଇଁ ଖୁସି ଖବର । ବିନା ସୁଧରେ ସରକାର ଦେବେ ୧୦ ଲକ୍ଷ ଟଙ୍କା । ମା’ମାନେ ନେବେ ଋଣ, ଦେବାକୁ ପଡ଼ିବନି ସୁଧ । ମହିଳା ମାନଙ୍କୁ ସଶକ୍ତ କରିବାକୁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଅଦ୍ୟତନ ହୋଇଛି
Advertisment

SHG ମହିଳାଙ୍କ ପାଇଁ ଖୁସି ଖବର । ବିନା ସୁଧରେ ସରକାର ଦେବେ ୧୦ ଲକ୍ଷ ଟଙ୍କା । ମା’ମାନେ ନେବେ ଋଣ, ଦେବାକୁ ପଡ଼ିବନି ସୁଧ । ମହିଳା ମାନଙ୍କୁ ସଶକ୍ତ କରିବାକୁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦେଉଛନ୍ତି । ପୂର୍ବରୁ ରାଜ୍ୟ ସେରକାରଙ୍କ ପକ୍ଷରୁ SHG ମହିଳାଙ୍କୁ ସୁଧମୁକ୍ତ ଋଣ ପ୍ରଦାନ କରାଯାଇଥିଲା । ଏବେ ସେହି ସୁଧମୁକ୍ତ ଋଣ ପ୍ରଦାନ ଅବଧିକୁ ବୃଦ୍ଧି କରାଯାଇଛି । ଆଗାମୀ ବର୍ଷେ ପାଇଁ SHG ମା’ ମାନଙ୍କୁ ବିନା ସୁଧରେ ଋଣ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । 

Advertisment
Women SHGs In Odisha SHGs Loan Offer Chief Minister Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ