Advertisment

ମୋଦିମୟ ରାଜଧାନୀ

ପ୍ରଧାନମନ୍ତ୍ରୀଙ୍କ ମାତ୍ର କେଇ ଘଣ୍ଟାର ଗସ୍ତ ପାଇଁ ଆଜି ପୂରା ମୋଦିମୟ ହୋଇଯାଇଥିଲା ରାଜଧାନୀ। ପାରମ୍ପରିକ ନୃତ୍ୟବାଦ୍ୟରେ କମ୍ପିଥିଲା ଭୁବନେଶ୍ବର। ଏୟାରପୋର୍ଟରୁ ଜନତା ମୈଦାନ ଯାଏଁ ପ୍ରଧାନମନ୍ତ୍ରୀ ରୋଡ ସୋ\' କରୁଥିଲେ ତ ତାଙ୍କ ଝଲକ୍ ଟିକେ ପାଇବା ପାଇଁ ରାସ୍ତାର ଉଭୟ କଡ଼ରେ ଲହଡ଼ି ଭାଙ୍ଗୁଥିଲା ହଜାର ହଜାର ଜନତାଙ୍କ ଭିଡ଼।

ଅଦ୍ୟତନ ହୋଇଛି
Advertisment

ପ୍ରଧାନମନ୍ତ୍ରୀଙ୍କ ମାତ୍ର କେଇ ଘଣ୍ଟାର ଗସ୍ତ ପାଇଁ ଆଜି ପୂରା ମୋଦିମୟ ହୋଇଯାଇଥିଲା ରାଜଧାନୀ। ପାରମ୍ପରିକ ନୃତ୍ୟବାଦ୍ୟରେ କମ୍ପିଥିଲା ଭୁବନେଶ୍ବର। ଏୟାରପୋର୍ଟରୁ ଜନତା ମୈଦାନ ଯାଏଁ ପ୍ରଧାନମନ୍ତ୍ରୀ ରୋଡ ସୋ' କରୁଥିଲେ ତ ତାଙ୍କ ଝଲକ୍ ଟିକେ ପାଇବା ପାଇଁ ରାସ୍ତାର ଉଭୟ କଡ଼ରେ ଲହଡ଼ି ଭାଙ୍ଗୁଥିଲା ହଜାର ହଜାର ଜନତାଙ୍କ ଭିଡ଼।

Advertisment
PM Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: