ଏକ ତିଥି, ଏକ ବାରରେ ହେଇପାରିବ କି ପର୍ବ ପର୍ବାଣୀ? ପଞ୍ଜିକାରେ ବିଭ୍ରାନ୍ତିକର ତଥ୍ୟ ଦେଲେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ । ଶ୍ରୀମନ୍ଦିର ପର୍ବପର୍ବାଣୀ ସୁନିଶ୍ଚିତ କରିବାକୁ ପଞ୍ଜିକା ସମନ୍ୱୟ ବୈଠକର ନିଷ୍ପତ୍ତି । ପାଣ୍ଡୁଲିପି ଦାଖଲ କରିଥିବା ୫ଟି ପଞ୍ଜିକାକୁ ଅନୁମୋଦନ ।