Police Station
Advertisment
ଫାଣ୍ଡି ଭିତରକୁ ଆସି ଯୁକ୍ତିତର୍କ କଲେ । କିଛି ସମୟର ବଚସା ପରେ ଉତ୍ତ୍ୟକ୍ତ ହୋଇ ଫାଣ୍ଡି ଅଧିକାରୀଙ୍କୁ ଆକ୍ରମଣ କଲେ। ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ବଡ଼ମାଳ ଫାଣ୍ଡିରେ ଦେଖିବାକୁ ମିଳିଛି ଏପରି ଦାଦାଗିରି ।