Advertisment

ସଖି ସେଣ୍ଟରରୁ ନାବାଳିକା ନିଖୋଜ

ଅସୁରକ୍ଷିତ ସଖି ସେଣ୍ଟର। ସେଣ୍ଟରରୁ ନିଖୋଜ ହୋଇଗଲେ ନାବାଳିକା ପୀଡିତା। ଜଗତସିଂହପୁରଠାରେ ଥିବା ସଖି ସେଣ୍ଟରରୁ ନିଖୋଜ ପରେ ନାବାଳିକାଙ୍କ ବାପା ଜଗତସିଂହପୁର ଏସପିଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

Jagatsinghpur Missing Girl
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ