Advertisment

ନାବାଳକ ଶରୀରରେ ପଶିଗଲା ଗ୍ରୀଲ୍

#ନାବାଳକ_ଶରୀରରେ_ପଶିଗଲା_ଗ୍ରୀଲ୍ ମୁନିଆ ଲୁହା ଗ୍ରୀଲ୍ ଉପରେ ଖସିପଡ଼ିଲା ୧୩ ବର୍ଷର ନାବାଳକ । ଛାତକୁ ନିଜ ଡ୍ରେସ୍ ଆଣିବାକୁ ଯାଇଥିବା ବେଳେ ଗ୍ରୀଲ୍ ଉପରେ ଖସିପଡ଼ିଥିବା ସୂଚନା ମିଳିଛି । ପିଲାଟିକୁ ସେକ୍ରେଟେରିଏଟ୍ ଫାୟାର ଷ୍ଟେସନ ଟିମ୍ ଗ୍ରୀଲ୍ କାଟି ଉଦ୍ଧାର କରିଛି ।

Advertisment

#ନାବାଳକ_ଶରୀରରେ_ପଶିଗଲା_ଗ୍ରୀଲ୍
ମୁନିଆ ଲୁହା ଗ୍ରୀଲ୍ ଉପରେ ଖସିପଡ଼ିଲା ୧୩ ବର୍ଷର ନାବାଳକ । ଛାତକୁ ନିଜ ଡ୍ରେସ୍ ଆଣିବାକୁ ଯାଇଥିବା ବେଳେ ଗ୍ରୀଲ୍ ଉପରେ ଖସିପଡ଼ିଥିବା ସୂଚନା ମିଳିଛି । ପିଲାଟିକୁ ସେକ୍ରେଟେରିଏଟ୍ ଫାୟାର ଷ୍ଟେସନ ଟିମ୍ ଗ୍ରୀଲ୍ କାଟି ଉଦ୍ଧାର କରିଛି ।

Advertisment
1 Injured Thunderstorm Minor Boys
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ