Matric Exam
Advertisment
ସାର୍ ଆମ ପୁଅ ଦାଦନ ଖଟିବାକୁ ଯାଇଛି। ଘରେ ଅଭାବ-ଅନଟନ, ଖାଇବାକୁ କିଛି ନାହିଁ। ପରୀକ୍ଷା ଥିଲେ ବି ଆମେ କଣ କରିପାରିବୁ। ଏ ହେଉଛି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଅଭିଭାବଙ୍କର ମନର ଯନ୍ତ୍ରଣା। ପରିବାରର ଆର୍ଥିକ-ଅନଟନ ଆଜି ତାଙ୍କ ପୁଅକୁ ଦାଦନ ଶ୍ରମିକ ସଜାଇ ଦେଇଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us