ଅଦ୍ୟତନ ହୋଇଛି
Martyred Odia Jawan
Advertisment
୨ ଦିନ ତଳେ ବାପା ଫୋନ କରିଥିଲେ , ମୁଁ ଫୋନ ଉଠାଇ ନଥିଲି କହି ଭୋ ଭୋ ହୋଇ କାନ୍ଦୁଛନ୍ତି ରାଜ କିଶୋରଙ୍କ ବଡ ଝିଅ। ବାପାଙ୍କ କଥା ମନେ ପକାଇ କହୁଛି ମୁଁ ଭାବୁଥିଲି ତାଙ୍କ କଥା । କାହିଁ କି କଥା ହେଲିନି କହି ମନକୁ ବୁଝାଉଛି ନିଜେ ନିଜେ । ସାନ ଭଉଣୀର ଦେହ ଭଲ ନାହିଁ। କେମିତି ତାର ଚିକିତ୍ସା ହେବ ସେ ଚିନ୍ତା ଏବେ ମାଆ ଉପରେ । ସମସ୍ତଙ୍କ ବୋଝ କେମିତି ମୋ ମାଆ ନେବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us