Advertisment

୪ ଟନ୍ ବିସ୍ଫୋରକ ଲୁଟ୍ ପଛରେ ବଡ଼ ଷଡଯନ୍ତ୍ର !

ଦିନ ଦ୍ବିପହରରେ ସୁରକ୍ଷାକର୍ମୀଙ୍କୁ ଚ୍ୟାଲେଞ୍ଜ ଦେଇ ଝାଡଖଣ୍ଡୀ ମାଓବାଦୀ ଲୁଟିନେଲେ ୪ ଟନରୁ ଅଧିକ ବିସ୍ପୋରକ ସାମଗ୍ରୀ। ସୁନ୍ଦରଗଡର କେ ବଲାଙ୍ଗ ଅଞ୍ଚଳକୁ ସଫ୍ଟ ଟାରଗେଟ କରିଥିଲେ ମାଓବାଦୀ ।

Advertisment

ଦିନ ଦ୍ବିପହରରେ ସୁରକ୍ଷାକର୍ମୀଙ୍କୁ ଚ୍ୟାଲେଞ୍ଜ ଦେଇ ଝାଡଖଣ୍ଡୀ ମାଓବାଦୀ ଲୁଟିନେଲେ ୪ ଟନରୁ ଅଧିକ ବିସ୍ପୋରକ ସାମଗ୍ରୀ । ସୁନ୍ଦରଗଡର କେ ବଲାଙ୍ଗ ଅଞ୍ଚଳକୁ ସଫ୍ଟ ଟାରଗେଟ କରିଥିଲେ ମାଓବାଦୀ । ଖଣି ଅଞ୍ଚଳ ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥାରେ ସେଭଳି କଡାକଡି ନଥିବା ଦେଖି ଝାଡଖଣ୍ଡି ମାଓବାଦୀ ପ୍ରସ୍ତୁତ କରିଥିଲେ ରଣନୀତି । ଟ୍ରକ ଭର୍ତ୍ତି ବିସ୍ପୋରକ ସାମଗ୍ରୀ ବାଙ୍କୋ ଖଣିକୁ ଯିବା ସମୟରେ ପିଛା କରିଥିଲେ ଦୁଇ ବନ୍ଧୁକଧାରୀ। ଖଣିରେ ପହଞ୍ଚି ମାଲ ଓହ୍ଲାଇବା ସମୟରେ ହିଁ ଆରମ୍ଭ କରିଥିଲେ ଲୁଟ ଅପରେସନ।

Advertisment
Maoists Naxal Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ