Advertisment

Manja Menace: ପୁଣି କାଳ ହେଲା ମାଞ୍ଜା ସୂତା, କଟିଗଲା ବେକ

ପୁଣି କାଳ ସାଜିଲା ପ୍ଲାଷ୍ଟିକ ଗୁଡ଼ି ସୂତା। ଚାଇନା ମାଞ୍ଜା ସୂତା ଲାଗି ଦୁଇଜଣ ଆହତ। କଟକ ବୟାଳିଶମୌଜା ଅଞ୍ଚଳରେ ଘଟିଛି ଏମିତି ଅଘଟଣ। ବାଇକରେ ଯିବାବେଳେ ଏମିତି ଘଟିଲା।

Manja Menace

ପୁଣି କାଳ ହେଲା ମାଞ୍ଜା ସୂତା, କଟିଗଲା ବେକ Photograph: (OTV)

Advertisment

ପୁଣି କାଳ ସାଜିଲା ପ୍ଲାଷ୍ଟିକ ଗୁଡ଼ି ସୂତା। ଚାଇନା ମାଞ୍ଜା ସୂତା ଲାଗି ଦୁଇଜଣ ଆହତ। କଟକ ବୟାଳିଶମୌଜା ଅଞ୍ଚଳରେ ଘଟିଛି ଏମିତି ଅଘଟଣ। 

Advertisment

ସୂଚନାମୁତାବକ ଜଣେ ମହିଳାଙ୍କୁ ବାଇକ୍‌ରେ ବସାଇ ଯାଉଥିବା ବେଳେ ଯୁବକଙ୍କ ବେକରେ ଗୁଡି ସୂତା ଲାଗି ବେକ କଟିବା ସହ ମହିଳା ଜଣକ ମଧ୍ୟ ଆହତ ହୋଇଛନ୍ତି। ଦୁଇ ଜଣଙ୍କୁ ମେଡିକାଲରେ ଭର୍ତି କରାଯାଇଛି।

Kite Chinese Manja Cuttack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ