Advertisment

ପ୍ରେମ ପାଇଁ ୨୫ ବର୍ଷ ସାମାଜିକ ବାସନ୍ଦ

ନିଜ ଜାତିରେ ବାସନ୍ଦ ହୋଇ ସପରିବାର ସହିତ ୨୫ ବର୍ଷ ହେଲା ସାମାଜିକ ବାସନ୍ଦର ଜୀବନ ବିତାଉଛନ୍ତି ନବରଙ୍ଗପୁର ସାଲେଭଟା ଗାଁର ଧନୀରାମ ।

Advertisment

ପ୍ରେମ ନା ଦେଖେ ଜାତି, ଧର୍ମ ନା ବୟସର ତାରତମ୍ୟ । ପ୍ରେମ ମଣିଷକୁ ପବିତ୍ର ବନ୍ଧନ ବିବାହରେ ବାନ୍ଧି ଦେଇଥାଏ । ମଣିଷ ପ୍ରେମ ପାଇଁ ବହୁ ଝଡ଼ ଝଞ୍ଜା ବି ସହିଥାଏ । ଏହିଭଳି ପ୍ରେମ ପାଇଁ ଅନ୍ୟ ଜାତିରେ ପ୍ରେମ ବିବାହ କରିବା ମହଙ୍ଗା ପଡ଼ିଛି । ଫଳ ସ୍ୱରୂପ ନିଜ ଜାତିରେ ବାସନ୍ଦ ହୋଇ ସପରିବାର ସହିତ ୨୫ ବର୍ଷ ହେଲା ସାମାଜିକ ବାସନ୍ଦର ଜୀବନ ବିତାଉଛନ୍ତି ନବରଙ୍ଗପୁର ସାଲେଭଟା ଗାଁର ଧନୀରାମ । 

Advertisment
Nabarangpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ