Advertisment

ଶ୍ରୀକ୍ଷେତ୍ର ପୁରୀକୁ ଅବହେଳା କରିବା ପାଇଁ ମମତାଙ୍କ ହୀନ ଉଦ୍ୟମ

ଆମ ବେଙ୍ଗଲି ପର୍ଯ୍ୟଟକ ଓଡ଼ିଶା କୁ ସବୁଠୁ ଅଧିକ ଯାଆନ୍ତି । ଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରା ହେଉ କି ବାହୁଡା଼ ଯାତ୍ରା କୁହନ୍ତୁ, ବର୍ଷ ସାରା ଯାଆନ୍ତି ? ଆମେ ଯଦି ଗୋଟିଏ ଜଗନ୍ନାଥ ଧାମ କଲୁ କାହିଁକି ଆପତ୍ତି ଉଠାଉଛନ୍ତି ବୋଲି ମମତା ପାଲଟା ଯୁକ୍ତି ବାଢିଛନ୍ତି।

Advertisment

ଆମେ ତ ସମସ୍ତେ ପୁରୀ ଯାଉ , ଏତେ କଥା ପଚାରୁନି। ବରଂ ମୁଁ ପୁରୀ ଗଲେ ବିଜେପି ଆରଏସଏସ ବିକ୍ଷୋଭ କରେ। ଭୁଲି ଯାଇଛନ୍ତି। ଲଜ୍ଜ୍ୟା ଲାଗୁନି କି କହି ତାତ୍ସଲ୍ୟ କରୁଛନ୍ତି ମମତା। ବିଭିନ୍ନ ସଂଗଠନ ଓ ସେବାୟତଙ୍କ ଦୀଘା ମନ୍ଦିର ବିରୋଧୀ ମନ୍ତବ୍ୟ ମମତାଙ୍କୁ ଜୋରରେ ବାଧିଛି। ତେଣୁ ସେ ରାଗରେ ପାଚି ଲାଲ। ଯାହା ବି ହୋଇଗଲେ ଦୀଘାକୁ ଜଗନ୍ନାଥ ଧାମ କହିବାରୁ ପଛଘୁଞ୍ଚା ଦେବେନି। ସେଇଥିପାଇଁ କହୁଛନ୍ତି ଓଡିଶାର ସୁଖରେ ଦୁଃଖରେ ପଶ୍ଚିମବଙ୍ଗ ହିଁ ଠିଆ ହୋଇଥାଏ । ଆମ ବେଙ୍ଗଲି ପର୍ଯ୍ୟଟକ ଓଡ଼ିଶା କୁ ସବୁଠୁ ଅଧିକ ଯାଆନ୍ତି । ଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରା ହେଉ କି ବାହୁଡା଼ ଯାତ୍ରା କୁହନ୍ତୁ, ବର୍ଷ ସାରା ଯାଆନ୍ତି ? ଆମେ ଯଦି ଗୋଟିଏ ଜଗନ୍ନାଥ ଧାମ କଲୁ କାହିଁକି ଆପତ୍ତି ଉଠାଉଛନ୍ତି ବୋଲି ମମତା ପାଲଟା ଯୁକ୍ତି ବାଢିଛନ୍ତି। ଆପଣ ବି ଭଲରେ ରୁହନ୍ତୁ, ବେଙ୍ଗଲ ବି ଭଲରେ ରହୁ ବୋଲି ମମତା କହିଛନ୍ତି ।

Advertisment
Mamata Banerjee Jagannath Temple Digha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ