GAS-AGENCY
Advertisment
ଗ୍ୟାସ ଏଜେନ୍ସି ଉପରେ ଚଢ଼ାଉ। ଜବତ ହେଲା ଶତାଧିକ ଗ୍ୟାସ୍ ଟାଙ୍କି। ଖୋର୍ଦ୍ଧା ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ୱରରେ ଥିବା ଏଜେନ୍ସି ଉପରେ ଚଢ଼ାଉ କରାଯାଇଥିଲା। ବିଭିନ୍ନ ଅଭିଯୋଗ ଓ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବରକୁ ଭିତ୍ତି କରି ଏହି ଚଢ଼ାଉ ହୋଇଥିଲା। ପ୍ରଥମେ ଆଇଆରସି ଭିଲେଜସ୍ଥିତ ଗ୍ୟାସ ଏଜେନ୍ସି କାର୍ଯ୍ୟାଳୟରେ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଏଥିରେ ତ୍ରୁଟି ପରିଲିକ୍ଷିତ ହେବାରୁ ସିଜୁଆଠାରେ ଥିବା ଡିପୋ ଉପରେ ଅଚାନକ ହୋଇଥିଲା ରେଡ୍।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us