Major Meeting Held in New Delhi to Finalize Plans for Upcoming Mock Drill
Advertisment
ଆସନ୍ତାକାଲି ହେବ ମକଡ୍ରିଲ। ଏହା ପୂର୍ବରୁ ଆଜି ନୂଆଦିଲ୍ଲୀରେ ବସିଥିଲା ବଡ଼ ବୈଠକ । ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ଏହି ବୈଠକ ବସିଥିଲା । ଏହି ବୈଠକରେ ମକ୍ ଡ୍ରିଲର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଜଣାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us