Puri
Advertisment
ପୂର୍ବରୁ ମାଟିତୋଟାରେ ଜମି ମାଫିଆ ଚଞ୍ଚକତା ଦେଖିବାକୁ ମିଳିଥିଲା। ଆଉ ଏବେ ତାଳବଣିଆରେ ଜମି କେଳେଙ୍କାରୀ ତାଜା କାହାଣୀ। ଆଇନ୍ ଆଖିରେ ସିଧା ଅଙ୍ଗୁଳି ଗେଞ୍ଜି ମହାପ୍ରଭୁଙ୍କ ଜମିକୁ ମାଡ଼ି ବସିଛନ୍ତି ଜମି ମାଫିଆ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଜବରଦଖଲ ସହ ପ୍ଲଟିଂ କରି ଚଳାଇଛନ୍ତି ବିକ୍ରିବଟା। ଘଟଣା ନଜରକୁ ଆସିବା ପରେ ଆକ୍ସନ ମୁଡରେ ଶ୍ରୀମନ୍ଦିର ପ୍ରଶାସନ। ଏ ନେଇ କୁମ୍ଭାରପଡ଼ା ଥାନାରେ ଏତଲା ଦେବା ସହ ଏଭଳି ଖଳ ପ୍ରକୃତିର ଲୋକଙ୍କୁ ଛଡାଯିବ ନାହିଁ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us