Advertisment

Maa Samalei: ମାଆ ସମଲେଇଙ୍କ ଧବଳମୁଖୀ ବେଶ

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଇଙ୍କ ଆଜି ଧବଳମୁଖୀ ବେଶ । ଏହି ବେଶରେ ମା' ଅଢେଇ ଦିନ ଦର୍ଶନ ଦେବେ । ପରମ୍ପରା ଅନୁସାରେ ପ୍ରତିବର୍ଷ ପିତୃପକ୍ଷର ଶେଷ ଦିନ ମହାଳୟାରେ ମା' ସମଲେଇ ଧବଳମୁଖୀ ବେଶ ରେ ଦର୍ଶନ ଦିଅନ୍ତି ।

Samaleswari
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ