ନୂଆବର୍ଷ ପୂର୍ବରୁ ଜଗନ୍ନାଥ ଧାମରୁ ଅନ୍ୟ ଧାମକୁ ଗଡ଼ିବ ବସ୍
Advertisment
ଅତ୍ୟାଧୁନିକ ବସ୍ ରେଡି । ଯୋଜନା ବି ପ୍ରସ୍ତୁତ । ନୂଆବର୍ଷ ପୂର୍ବରୁ ଜଗନ୍ନାଥ ଧାମରୁ ଦେଶର ଅନ୍ୟ ତିନିଧାମକୁ ଗଡ଼ିବ ସୁପର ପ୍ରିମିୟମ ଲଗ୍ଜୁରୀ ବସ୍ । ଶୀତତାପ ନିୟନ୍ତ୍ରିତ ଅତି ବିଳାସପୂର୍ଣ୍ଣ ବସରେ ସ୍ୱଳ୍ପ ମୂଲ୍ୟରେ ବିଭିନ୍ନ ଧାମ ବୁଲି ପାରିବେ ତୀର୍ଥଯାତ୍ରୀ। ଆସନ୍ତା ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ପୁରୀରୁ ଅଯୋଧ୍ୟା ଏବଂ ତିରୁପତିକୁ ବସସେବାର ଶୁଭାରମ୍ଭ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us