Advertisment

ହାତ ମାରିଲେ ଝରିପଡ଼ୁଛି ବାଲି; କାମ ଏମିତି କରିଛନ୍ତି, ଲୋକେ କହୁଛନ୍ତି ଛି ଛି...

ହାତ ମାରିଲେ ଝରିପଡ଼ୁଛି ବାଲି, ଗୋଇଠା ମାରିଲେ ଭାଙ୍ଗି ଯାଉଛି ସିମେଣ୍ଟ ଖୁଣ୍ଟ... କାମ ଏମିତି ଲୋକେ କହୁଛନ୍ତି ଛି ଛି... ଏ କେଉଁ ବେଳାଭୂମିର ଚୋରାବାଲି ନୁହେଁ, ବରଂ ବାରିପଦାରେ ନିର୍ମିତ ଏକ ପୋଲର ବାଲି, ଏ ଦୃଶ୍ୟ ଦେଖିଲେ ଲାଗୁଛି ଯେମିତି ପୂରା ଟଙ୍କା କେବଳ ବାଲି କିଣାରେ ହିଁ ସାରି ଦେଇଛନ୍ତି ।

ଅଦ୍ୟତନ ହୋଇଛି

Baripada Corruption Bridge Construction
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ