ପିଇଦେଲେ ୧୫ କୋଟି ଲିଟର ବିୟର
Advertisment
ରାଜ୍ୟରେ ମଦ ବିକ୍ରି ବଢିଛି, ଅବକାରୀ ରାଜସ୍ବ ଆୟ ବି ବଢ଼ି ଚାଲିଛି । ଦେଶୀ ହେଉ କି ବିଦେଶୀ, ବର୍ଷକୁ ବର୍ଷ ମଦ ବିକ୍ରି ବଢି ଚାଲିଥିବା ନେଇ ଗୃହରେ ଅବକାରୀ ମନ୍ତ୍ରୀ ତଥ୍ୟ ରଖି କହିଛନ୍ତି ସରକାର ପ୍ରାୟ ୭ ହଜାର ୨୧୭ କୋଟିର ଅବକାରୀ ରାଜସ୍ବ ଆୟ ପାଇଛନ୍ତି । ଏଇ ବର୍ଷ ୧୫ କୋଟିରୁ ଅଧିକ ବଲକ ଲିଟର ବିୟର ଲୋକେ ପିଇଛନ୍ତି । ତେଣେ ଓଡ଼ିଶା ଭଳି ଏକ ଗରିବ ରାଜ୍ୟରେ ୩୨ ପ୍ରତିଶତ ଲୋକ ମଦ୍ୟପାନ କରୁଥିବାକୁ ନେଇ ବଢ଼ିଛି ଚିନ୍ତା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us