Advertisment

ଅଭାଗିନୀ ହୋଇଗଲା ଗର୍ଭଧାରିଣୀ ସ୍ତ୍ରୀ

କୁଏତରେ ଚାଲିଗଲା ସ୍ୱାମୀଙ୍କ ଜୀବନ...ଅଭାଗିନୀ ହୋଇଗଲା ଗର୍ଭଧାରିଣୀ ସ୍ତ୍ରୀ । ବୁଧବାର ଆରବର କୁଏତରେ ୬ ମହଲା ବିଲଡିଂରେ ଅଗ୍ନିକାଣ୍ଡ ଘଟଣାରେ ତିଗିରିଆ ଥାନା ଅନ୍ତର୍ଗତ କରଡ଼ାପଲ୍ଲୀ ଗ୍ରାମର ୩୩ ବର୍ଷୀୟ ଯୁବକ ଜହୁରଙ୍କର ମୃତ୍ୟୁ ଶୋକର ଛାୟା ଖେଳାଇ ଦେଇଛି ପରିବାର ସହ ସାରା ଗାଁରେ...

Advertisment
Fire Tragedy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ