Advertisment

Kuchinda Tahasildar: କୁଚିଣ୍ଡା ତହସିଲଦାର ସସପେଣ୍ଡ

କୁଚିଣ୍ଡା ତହସିଲଦାର ସସପେଣ୍ଡ। ଚାକିରିରୁ ନିଲମ୍ବିତ ହୋଇଛନ୍ତି କୁଚିଣ୍ଡା ତହସିଲଦାର ମିତାଲି ମଧୁସ୍ମିତା ଦଳେଇ। ତାଙ୍କୁ ନିଳମ୍ବନ କରିଛି ରାଜସ୍ବ ବିଭାଗ। ଏକ ଜମିଜମା ମାମଲାରେ ପକ୍ଷପାତିତା କରିଥିବା ନେଇ ଅଭିଯୋଗ ହୋଇଥିଲା। ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଓ ଉତ୍ତରାଞ୍ଚଳ ରାଜସ୍ବ କମିଶମର ନିକଟରେ ଅଭିଯୋଗ କରିଥିଲେ ଜଣେ ବ୍ୟକ୍ତି।

Kuchinda Tehsildar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ