Advertisment

ଶବ ବୋହୁଛି ବିଜୁ ବାବୁଙ୍କ ଗାଡ଼ି

ଆପଣଙ୍କ ସମ୍ମୁଖରେ ଥିବା ଏ ଗାଡି ଗୋଟାଏ ସାଧାରଣ ଜିପ୍ ନୁହେଁ। ଇଏ ନିଜ ଛାତିରେ ୫୦ବର୍ଷର ଅମଳିନ ସ୍ମୃତି ଧାରଣ କରିଛି। ବିଜୁ ବାବୁଙ୍କଠାରୁ ନେଇ ନିଳମଣୀ ରାଉତରାୟ, କେଡେ କେଡେ ରାଜନେତାଙ୍କୁ ଛାତିରେ ଧରି ବୁଲେଇଛି, ନିର୍ବାଚନ ଜିତେଇଛି। ହେଲେ ଆଜି ସେ ପାଲଟିଯାଇଛି ଗୋଟାଏ ସାଧାରଣ ’ଶବ ବାହାକ’ ।

Advertisment

ଆପଣଙ୍କ ସମ୍ମୁଖରେ ଥିବା ଏ ଗାଡି ଗୋଟାଏ ସାଧାରଣ ଜିପ୍ ନୁହେଁ। ଇଏ ନିଜ ଛାତିରେ ୫୦ବର୍ଷର ଅମଳିନ ସ୍ମୃତି ଧାରଣ କରିଛି। ବିଜୁ ବାବୁଙ୍କଠାରୁ ନେଇ ନିଳମଣୀ ରାଉତରାୟ, କେଡେ କେଡେ ରାଜନେତାଙ୍କୁ ଛାତିରେ ଧରି ବୁଲେଇଛି, ନିର୍ବାଚନ ଜିତେଇଛି। ହେଲେ ଆଜି ସେ ପାଲଟିଯାଇଛି ଗୋଟାଏ ସାଧାରଣ ’ଶବ ବାହାକ’ । ଆପଣ କହିପାରନ୍ତି ଇଏ ଗୋଟାଏ ଶବବୁହା ଗାଡି ।

Advertisment
Biju Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ