Mohan-Niranjana
Advertisment
ଆଜିର ସ୍ୱାର୍ଥପର ଦୁନିଆରେ, କ୍ଷମତା ଓ ସଫଳତା ପାଇବା ପରେ ସଂପର୍କକୁ ଭୁଲିବାକୁ ପଛାଉନି ମଣିଷ । ଆତ୍ମବଡ଼ିମା ଆଗରେ ଫିକା ପଡ଼ିଯାଉଛି ଆତ୍ମୀୟତା । ହେଲେ ଏଥିରେ ବ୍ୟତିକ୍ରମ ସାଜି, ପ୍ରକୃତ ବନ୍ଧୁର ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାଧାରଣ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଶେଷ ଥର ପାଇଁ ଆଖି ପୂରେଇ ଦେଖି ନେବାକୁ, ଗତକାଲି ଜରୁରୀ ଦିଲ୍ଲୀ ଗସ୍ତ ବାତିଲ କରିବାକୁ ପଛାଇନଥିଲେ ମୋହନ । କେନ୍ଦୁଝରରେ ପହଞ୍ଚିଯାଇ କହିଥିଲେ- ନିରୁଭାଇ ଚିର ବିଦାୟ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us