Advertisment

ପୁଣି ଛାତ୍ରଛାତ୍ରୀଙ୍କୁ ଧମକ ଦେଲା କିଟ୍

ପୁଣି ଧମକ ଦେଲା କିଟ୍। ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ଡରାଇଲା। ପ୍ଲେସମେଣ୍ଟ ନଦେବାକୁ ଦେଖାଇଲା ନାଲିଆଖି। ଏପରିକି ଧାରଣାସ୍ଥଳ ଉପରେ ବସ ଚଢାଇବାକୁ ଉଦ୍ୟମ କଲା କିଟ୍ ।

Advertisment

ପୁଣି ସାମ୍ନାକୁ ଆସିଲା କିଟର ଦୋମୁହାଁ ଚେହେରା। ଓଡ଼ିଶାକୁ ଲଜ୍ଜିତ କରି ମଧ୍ୟ ସୁଧୁରିଲାନି ଅଚ୍ୟୁତ ସାମନ୍ତଙ୍କ ଅନୁଷ୍ଠାନ। ଏପଟେ ନେପାଳୀ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣାକୁ ନେଇ ଭୁଲ ମାଗିଥିବା ବେଳେ ସେପଟେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ପୁଣି ଧମକାଇଲା କିଟ୍। ତୁମ ବ୍ୟାଚର ପିଲାଙ୍କୁ ପ୍ଲେସମେଣ୍ଟ ମିଳିବ ନାହିଁ ବୋଲି ରୋକଠୋକ୍ ଶୁଣାଇଲା। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ଆଲୋଚନା କରିବା ବାହାନାରେ ଡାକି କିଟ୍ ଦେଇଛି ଧମକ। ଏନେଇ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।

Advertisment
KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ