Advertisment

କିଟ୍ କାଣ୍ଡ: ଆସନ୍ତାକାଲି ହାଇକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି

କିଟ୍ ପ୍ରସଙ୍ଗରେ ଆସନ୍ତାକାଲି ହାଇକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି। NHRCଙ୍କ ନିର୍ଦ୍ଦେଶନାମା ଉପରେ ଲାଗିଥିବା ରହିତାଦେଶ ଉପରେ ନିଷ୍ପତ୍ତି ନେବେ ଉଚ୍ଚ ନ୍ୟାୟାଳୟ।

ଅଦ୍ୟତନ ହୋଇଛି
Advertisment

କିଟ୍ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ପ୍ରାୟ ଅଢ଼େଇ ମାସ ପୂରିଲା, ହେଲେ ଏନେଇ ଗଠିତ ଉଚ୍ଚସ୍ତରୀୟ କମିଟିର ତଦନ୍ତ ରିପୋର୍ଟ ଏଯାଏଁ ରାଜ୍ୟ ସରକାରଙ୍କୁ ମିଳିଲା ନାହିଁ। ଅନ୍ୟପକ୍ଷରେ NHRC ଟିମ୍ ନିଜ ତଦନ୍ତ ପରେ କିଟ୍ ଓ କିସ୍ ର ଗୁମର ଖୋଲି ଗତ ମାର୍ଚ୍ଚ ୨୭ ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ଗତ ୯ ତାରିଖରେ ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରିଥିବା ବେଳେ ଆସନ୍ତାକାଲି ମାମଲାର ପରବର୍ତ୍ତୀ ଶୁଣାଣି ରହିଛି।

Advertisment
NHRC Orissa High Court KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ