Last updated: 22 February 2025, 09:36 PM IST
ଖୋଲୁଛି କିଟ୍ ପ୍ରତିଷ୍ଠାତା ତଥା ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ଜମି କେଳେଙ୍କାରୀର ଅସରନ୍ତି ପେଡ଼ି । ଯେତେ ଖୋଳିଲେ ସେତେ ବାହାରୁଛି ଗୁମର। କେବଳ ଇଡକୋ କି GA ବିଭାଗର ଜମି ନୁହେଁ, ଆଦିବାସୀ ପିଲାଙ୍କୁ ପାଠପଢ଼ା ଆଳରେ ଜଙ୍ଗଲ ଜମିକୁ ବି କରିଛନ୍ତି ଆତ୍ମସାତ୍ ।